ଭରତପୁର ସଂରକ୍ଷିତ ଜଙ୍ଗଲ ଟ୍ରେଞ୍ଚରେ ଅସ୍ଥାୟୀ ପୋଲ

ସହରକୁ ଫିଟିଛି ହାତୀ ଓ ଅନ୍ୟ ବନ୍ୟଜନ୍ତୁଙ୍କ ବାଟ ଚନ୍ଦ୍ରଶେଖରପୁର : ସହର ଭିତରକୁ ହାତୀ ପଶିଆସୁଥିବାରୁ ସେମାନଙ୍କୁ ରୋକିବା ପାଇଁ ଭରତପୁର ସଂରକ୍ଷିତ ଜଙ୍ଗଲ କଡ଼େକଡ଼େ ଟ୍ରେଞ୍ଚ୍‌ ଖୋଳାଯାଇଛି। ଟ୍ରେଞ୍ଚ୍‌କୁ ଲାଗି ପାଚେରି କରାଯାଇଛି ଓ ସେଥିରେ କଣ୍ଟାତାର ବାଡ଼ ବି ଦିଆଯାଇଛି। କିନ୍ତୁ ଟ୍ରେଞ୍ଚ୍‌ କଡ଼ରେ ଗଢ଼ି ଉଠିଥିବା ବସ୍ତିର ଲୋକେ ଟ୍ରେଞ୍ଚ୍‌କୁ ପୋତି ଜଙ୍ଗଲ ଭିତରକୁ ଯା’ଆସ କରୁଛନ୍ତି। କିଛି ସ୍ଥାନରେ ଟ୍ରେଞ୍ଚ୍‌ ଉପରେ କଂକ୍ରିଟ୍‌ … Continue reading ଭରତପୁର ସଂରକ୍ଷିତ ଜଙ୍ଗଲ ଟ୍ରେଞ୍ଚରେ ଅସ୍ଥାୟୀ ପୋଲ